ଓଡିଶା

odisha

ETV Bharat / state

ବାଣ ଭିଡୁଥିବା ବେଳେ ବିସ୍ଫୋରଣ,ଜଣେ ମୃତ - ବାଣ ଭିଡୁଥିବା ବେଳେ ବିସ୍ଫୋରଣ

ବୈରୀ ଥାନା କୁଆଁରକୂଳ ଗାଁରେ ଅଘଟଣ । ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ହେବା ଫଳରେ ଜଣଙ୍କର ମୃତୁ ହୋଇଛି । ଅଧିକ ପଢନ୍ତୁ...

_fire crackers explosion
ବାଣ ଭିଡୁଥିବା ବେଳେ ବିସ୍ଫୋରଣ,

By

Published : Jan 10, 2020, 2:33 AM IST


ଯାଜପୁର: ବୈରୀ ଥାନା କୁଆଁରକୂଳ ଗାଁରେ ଅଘଟଣ । ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ହେବା ଫଳରେ ଜଣଙ୍କର ମୃତୁ ହୋଇଛି । ଏହା ସହ ଅନ୍ୟ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ବାଣ ବିସ୍ଫୋରଣ ସମ୍ପର୍କରେ ପୋଲିସକୁ ଖବର ମିଳିବା ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details