ଓଡିଶା

odisha

ETV Bharat / state

ଅଗ୍ନିବିପନ୍ନ ପରିବାରକୁ ସହାୟତା ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ପତି-ପତ୍ନୀ

ଇସମାଇଲପୁର ଗାଁର ରଞ୍ଜନ କୁମାର ନାୟକଙ୍କ ବାସଗୃହ ପୋଡି ପାଉଁଶ ହୋଇଯାଇଥିଲା । କ୍ଷତିପୂରଣ ପାଇଁ ରଞ୍ଜନ ନିଜ ପତ୍ନୀଙ୍କ ସହିତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ଅଗ୍ନିବିପନ୍ନ ପରିବାରକୁ ସହାୟତା ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ପତି-ପତ୍ନୀ
ଅଗ୍ନିବିପନ୍ନ ପରିବାରକୁ ସହାୟତା ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ପତି-ପତ୍ନୀ

By

Published : Jun 4, 2021, 9:05 AM IST

ଯାଜପୁର: କିଛି ଦିନ ତଳେ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ଇସମାଇଲପୁର ଗାଁର ରଞ୍ଜନ କୁମାର ନାୟକଙ୍କ ବାସଗୃହ ପୋଡି ପାଉଁଶ ହୋଇଯାଇଥିଲା । ପ୍ରଶାସନ ପକ୍ଷରୁ କେବଳ ଜରିପାଲ ଖଣ୍ଡିଏ ଦିଆଯାଇଥିଲା ।

ଅଗ୍ନିବିପନ୍ନ ପରିବାରକୁ ସହାୟତା ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ପତି-ପତ୍ନୀ

ତେବେ ଅଧିକ କ୍ଷତିପୂରଣ ଦେବା ପାଇଁ ରଞ୍ଜନ ନିଜ ପତ୍ନୀଙ୍କ ସହିତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । କ୍ଷତିପୁରଣ ପ୍ରଦାନ କରାନଗଲେ ସମ୍ପୁର୍ଣ୍ଣ ପରିବାର ସମସ୍ୟା ଭୋଗିବେ ବୋଲି କହିଛନ୍ତି ପତ୍ନୀ ସସ୍ମିତା ନାୟକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details