ଓଡିଶା

odisha

ETV Bharat / state

ଘାଇ ମରାମତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା - jajpur flood

ବନ୍ୟା ଅଞ୍ଚଳରେ ଲୋକେ କାମ ଅଭାବରୁ ଘରେ ବସିଥିବା ଯୋଗୁଁ ସ୍ଥାନୀୟ ଶ୍ରମିକଙ୍କୁ ଘାଇ ମରାମତି କାମରେ ନିୟୋଜିତ ନ କରି ଜେସିବି ବ୍ୟବହାର କରାଯାଉଥିବାରୁ ଏହାକୁ ବିରୋଧ କରାଯାଇଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଘାଇ ମରାମତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଘାଇ ମରାମତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

By

Published : Sep 12, 2020, 1:42 PM IST

Updated : Sep 12, 2020, 3:39 PM IST

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ଦତ୍ତପୁର ଠାରେ ହୋଇଥିବା ଘାଇ ମରାମତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘାଇ ମରାମତି ପାଇଁ ବାହାର ଠିକାଦାର ନିୟୋଜିତ ହେବା ଏବଂ ଘାଇ ମରାମତି ପାଇଁ ଜେସିବି ବ୍ୟବହାର ହେଉଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।

ଘାଇ ମରାମତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବନ୍ୟା ଅଞ୍ଚଳରେ ଲୋକେ କାମ ଅଭାବରୁ ଦିନ କାଟୁଥିବାବେଳେ ସ୍ଥାନୀୟ ଶ୍ରମିକଙ୍କୁ କାମ ଯୋଗାଇଦେବା ପାଇଁ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର ଶ୍ରମିକ ମାନଙ୍କୁ କାମ ଦିଆଗଲେ ଘାଇର ଶୀଘ୍ର ମରାମତି ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Sep 12, 2020, 3:39 PM IST

For All Latest Updates

ABOUT THE AUTHOR

...view details