ଓଡିଶା

odisha

ETV Bharat / state

ଭିଜିଲାନ୍ସ ପଞ୍ଝାରେ ବ୍ୟାସନଗର ମ୍ୟୁନିସିପାଲିଟିର ମୁଖ୍ୟ ଯନ୍ତ୍ରୀ

ଭିଜିଲାନ୍ସର ପଞ୍ଝାରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟିର ମୁଖ୍ୟ ଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର । ଠିକାଦାରଙ୍କ ଠାରୁ 38000 ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ।

By

Published : Aug 21, 2019, 12:49 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାରେ ଆକ୍ସନ ମୋଡରେ ଭିଜିଲାନ୍ସ । ଦୁର୍ନୀତି ରୋକିବାକୁ ଭିଜିଲାନ୍ସ ତାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିବା ବେଳେ ଆଜି ଭିଜିଲାନ୍ସର ପଞ୍ଝାରେ ଧରାପଡ଼ିଛନ୍ତି ବ୍ୟାସନଗର ମ୍ୟୁନିସିପାଲିଟିର ମୁଖ୍ୟ ଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର ।

ତେବେ ଜଣେ ଠିକାଦାରଙ୍କ ଠାରୁ 38000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ମୁଖ୍ୟ ଯନ୍ତ୍ରୀ ଧରାପଡ଼ିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details