ଓଡିଶା

odisha

ETV Bharat / state

କୋରୋନା ସ୍ଥିତିର ଅନୁଧ୍ୟାନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍ - jajpur lockdown

କୋରୋନା ସ୍ଥିତିର ଅନୁଧ୍ୟାନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍ । ହଟସ୍ପଟ ଚିହ୍ନଟ ହୋଇଥିବା କଟିକଟା ଅଞ୍ଚଳ କଲେ ପରିଦର୍ଶନ । ଅଧିକ ପଢନ୍ତୁ...

Central team in Jajpur to review Corona's condition
କୋରୋନା ସ୍ଥିତିର ଅନୁଧ୍ୟାନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍

By

Published : May 14, 2020, 5:46 PM IST

ଯାଜପୁର:କୋରୋନା ସ୍ଥିତିର ଅନୁଧ୍ୟାନ ପାଇଁ ଯାଜପୁରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଟିମ୍ ଲିଡର ଡାକ୍ତର ମହେଶ ୱାଘାମାଙ୍କ ନେତୃତ୍ବରେ 3 ଜଣିଆ ପ୍ରତିନିଧି ଦଳ ଆସିଛନ୍ତି । ଏହି ଟିମକୁ ଜିଲ୍ଲାପାଳ ସ୍ବାଗତ ଜଣାଇଛନ୍ତି । କୋରୋନା ସଂକ୍ରମଣ ଓ କଣ୍ଟେନମେଣ୍ଟ ଜୋନର ସ୍ଥିତି ଅନୁଧ୍ୟାନ କରିବା ସହ କ୍ବାରେଣ୍ଟାଇନ ସେଣ୍ଟର ଗୁଡିକ ସମ୍ପର୍କରେ ପଚାରି ବୁଝିଲା ।

କୋରୋନା ସ୍ଥିତିର ଅନୁଧ୍ୟାନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍

ଅଧିକ କୋରୋନା ପଜେଟିଭ ଚିହ୍ନଟ ହେଇଥିବା ଦଶରଥପୁରର କଟିକଟା ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ କିଭଳି ଚିକିତ୍ସା ଚାଲିଛି ସେନେଇ ତଦାରଖ କରିଥିଲା ଏବଂ ଆଗାମୀ ଦିନରେ କିପରି ଜିଲ୍ଲାରେ କୋରୋନା ସଂକ୍ରମଣ କମ ହେବ ସେନେଇ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details