ଓଡିଶା

odisha

ETV Bharat / state

ଯୌତୁକ ଜୁଇରେ ବଧୂ ! ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ତାଲୁକପଡା ଗାଁରେ ବଧୂକୁ ହତ୍ୟା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ.....

bride murder by her inlaws
ବଧୂହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି

By

Published : Sep 12, 2020, 1:52 PM IST

ଯାଜପୁର:ଯୌତୁକ ପାଇଁ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ହେଇଛନ୍ତି ଅନାଦି ମଲ୍ଲିକଙ୍କ ପତ୍ନୀ ପିଙ୍କି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଯୌତୁକ ଜୁଇରେ ବଧୂ ! ପୋଲିସର ତଦନ୍ତ ଆରମ୍ଭ

ସୂଚନା ଅନୁସାରେ ,ଯାଜପୁର ବିଞ୍ଝାରପୁର ତାଲୁକପଡା ଗାଁର ଅନାଦିଙ୍କୁ ପିଙ୍କି ବୈଦିତ ରିତିନୀତିରେ ବିବାହ କରିଥିଲେ । ବିବାହର 4କୁ ବର୍ଷ ବିତି ଯାଇଥିଲେ ମଧ୍ୟ ପିଙ୍କିଙ୍କୁ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯ୍ଯାତନା ଦେଉଥିଲେ । ତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଛନ୍ତି ବୋଲି କହିଛନ୍ତି ପିଙ୍କିଙ୍କ ପରିବାର ଲୋକେ । ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details