ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର ଆସନ୍ତା 29 ତାରିଖରେ ଖୋଲାଯିବ । ସକାଳ 6ଟାରୁ ସନ୍ଧ୍ୟା 5 ଯାଏ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ । ତେବେ ଜାନୁଆରୀ 1, 2 ଓ 3 ତାରିଖରେ ମନ୍ଦିର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।
29ରେ ଖୋଲିବ ମା’ ବିରଜା ମନ୍ଦିର - Biraja temple to reopen on December 29
ଆସନ୍ତା 29 ତାରିଖରେ ଖୋଲିବ ମା’ ବିରଜା ମନ୍ଦିର । ସକାଳ 6ଟାରୁ ସନ୍ଧ୍ୟା 5 ଯାଏ ଦର୍ଶନ କରିପାରିବେ ଭକ୍ତ । ଜାନୁଆରୀ 1, 2 ଓ 3 ତାରିଖରେ ବନ୍ଦ ରହିବ ମନ୍ଦିର । ଅଧିକ ପଢନ୍ତୁ...
![29ରେ ଖୋଲିବ ମା’ ବିରଜା ମନ୍ଦିର 29ରେ ଖୋଲିବ ମା’ ବିରଜା ମନ୍ଦିର](https://etvbharatimages.akamaized.net/etvbharat/prod-images/768-512-10001536-thumbnail-3x2-biraja.jpg)
29ରେ ଖୋଲିବ ମା’ ବିରଜା ମନ୍ଦିର
29ରେ ଖୋଲିବ ମା’ ବିରଜା ମନ୍ଦିର
ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେହିପରି ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ ବୋଲି ସେ କହିଛନ୍ତି । ସୂଚନାଥାଉକି, କୋରୋନା ପାଇଁ ବନ୍ଦ ରହିଥିଲା ମନ୍ଦିର ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ