ଓଡିଶା

odisha

ETV Bharat / state

ଲଘୁ ଖଣିଜ ସମ୍ପଦ ଚୋରିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ - ଯାଜପୁର

ଲଘୁ ଖଣିଜ ସମ୍ପଦ ଚୋରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ବିଭିନ୍ନ ଲିଜ୍ ଅଞ୍ଚଳରେ ନିୟମିତ ଯାଞ୍ଚ କରାଯିବା ସହିତ ଲିଜଧାରୀ ମାନେ ସେମାନେ ବ୍ୟବହାର କରୁଥିବା ଗାଡିର ହିସାବ ଦେବେ । ଅଧିକ ପଢନ୍ତୁ...

ଲଘୁ ଖଣିଜ ସମ୍ପଦ ଚୋରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ
ଲଘୁ ଖଣିଜ ସମ୍ପଦ ଚୋରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ

By

Published : Jun 11, 2021, 9:24 AM IST

ଯାଜପୁର: ଲଘୁ ଖଣିଜ ସମ୍ପଦ ଚୋରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ବିଭିନ୍ନ ଲିଜ୍ ଅଞ୍ଚଳରେ ନିୟମିତ ଯାଞ୍ଚ କରାଯିବା ସହିତ ଲିଜଧାରୀ ମାନେ ସେମାନେ ବ୍ୟବହାର କରୁଥିବା ଗାଡିର ହିସାବ ଦେବେ । ବିଭିନ୍ନ ଖଣି ଅଞ୍ଚଳରେ ସିସିଟିଭି ଲଗାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଲଘୁ ଖଣିଜ ସମ୍ପଦ ଚୋରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ

ମୁଖ୍ୟ ଶାସନ ସଚିବ ଯାଜପୁର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲାପାଳଙ୍କ ପକ୍ଷରୁ ବିଭିନ୍ନ ଖଣି ଅଞ୍ଚଳରେ ହେଉଥିବା ଚୋରୀକୁ ରୋକିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ତଦନୁଯାୟୀ ଚୋରୀ ଏବଂ ବେଆଇନ ଚାଲାଣକୁ ରୋକିବା ପାଇଁ ସ୍ବତନ୍ତ୍ର ଫୋର୍ସ ମୁତୟନ ହେବେ ଏବଂ ଚଢ଼ାଉ ନିୟମିତ ଭାବେ କରାଯିବ ବୋଲି ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details