ଓଡିଶା

odisha

By

Published : Apr 1, 2020, 10:25 AM IST

ETV Bharat / state

ପାଣିକୋଇଲି ସୋତି ଗାଁରେ ଅଗ୍ନିକାଣ୍ତ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ପାଣିକୋଇଲି ସୋତି ଗାଁରେ ଅଗ୍ନିକାଣ୍ତ । 2ଟି ପରିବାରର 6 ବଖରା ଭସ୍ମୀଭୂତ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଧିକ ପଢନ୍ତୁ.....

6 houses damaged due to fire in panikoili
ପାଣିକୋଇଲି ସୋତି ଗାଁରେ ଅଗ୍ନିକାଣ୍ତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ସୋତି ଗାଁରେ ଭୟାବହ ଅଗ୍ନିକାଣ୍ତ । ମଙ୍ଗଳବାର ବିଳମ୍ବିତ ରାତିରେ 2ଟି ପରିବାରର 6ବଖରା ଘର ଭସ୍ମୀଭୂତ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ପାଣିକୋଇଲି ସୋତି ଗାଁରେ ଅଗ୍ନିକାଣ୍ତ

ତେବେ ଏହି ଅଗ୍ନିକାଣ୍ଡରେ ହରେକୃଷ୍ନ ସାହୁ,ଦଶରଥ ସାହୁ ଓ କୁମତୀ ସାହୁଙ୍କ ଘର ଜଳି ଯାଇଛି । ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details