ଓଡିଶା

odisha

ETV Bharat / state

ହତ୍ୟା ଉଦ୍ୟମରେ 5 ବର୍ଷ କାରାଦଣ୍ଡକୁ 5 ହଜାର ତଣ୍ଡ - jajpur news

ହତ୍ୟା ଉଦ୍ୟମରେ 5 ବର୍ଷ କାରାଦଣ୍ଡ, 5 ହଜାର ଟଙ୍କା ତଣ୍ଡ । 2010 ମସିହାର ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଏଭଳି ରାୟ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 28, 2019, 5:15 PM IST

ଯାଜପୁର : ହତ୍ୟା ଉଦ୍ୟମରେ 5 ବର୍ଷ କାରାଦଣ୍ଡ, 5 ହଜାର ଟଙ୍କା ତଣ୍ଡର ରାୟ ଶୁଣାଇଛନ୍ତି ଯାଜପୁର କୋର୍ଟ । 2010 ମସିହାର ଏକ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲା ଦୌରାଜଜ୍‌ ଏପରି ରାୟ ଶୁଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

୨୦୧୦ ମସିହାରେ କୁଆଖିଆ ଥାନା କଲଣ ଗ୍ରାମରେ ଗଛ କଟାକୁ କେନ୍ଦ୍ରକରି ଅଭିଯୁକ୍ତ ଗୌରାଙ୍ଗ ମଲିକ ସେହି ଗ୍ରାମର ରତ୍ନାକର ରାଉତଙ୍କୁ ମାରଣାସ୍ତ୍ରରେ ହତ୍ୟା ଉଦ୍ୟମ କରିଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details