ଯାଜପୁର: ନାଳରେ ବୁଡିଯାଇ 4ବର୍ଷର ଶିଶୁ ମୃତ । ଏଭଳି ଅଭାବନୀୟ ତଥା ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସୁକଦେଇପୁର ଗାଁରେ ଘଟିଛି । 4 ବର୍ଷିୟ ରାନୀ ତରାଇ ନିଜ ଘର ପାଖ ନାଳରେ ଖେଳୁଥିବା ସମୟରେ ପଡିଯାଇଥିଲେ ।
ଖେଳୁଥିବା ସମୟରେ ନାଳରେ ପଡି 4 ବର୍ଷର ଶିଶୁ ମୃତ - 4 years boy death in rasoolpur block of jajpur
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସୁକଦେଇପୁର ଗାଁରେ ଖେଳୁଥିବା ସମୟରେ ନାଳରେ ବୁଡିଯାଇ 4ବର୍ଷର ଶିଶୁ ମୃତ । ଅଧିକ ପଢନ୍ତୁ...
ଖେଳୁଥିବା ସମୟରେ ନାଳରେ ପଡି 4 ବର୍ଷିୟ ଶିଶୁ ମୃତ
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ