ଓଡିଶା

odisha

ETV Bharat / state

ମା ବିରଜାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ ୫ହଜାର ୯ଶହ ଟଙ୍କା ଦାନ

ଯାଜପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ତିନିଗୋଟି ହୁଣ୍ଡି 4 ଲକ୍ଷ 5 ହଜାର 9 ଶହ ଟଙ୍କା ଦାନ ମିଳିଛି । ଅଧିକ ପଢନ୍ତୁ...

By

Published : Feb 25, 2021, 9:07 AM IST

୪ଲକ୍ଷ ୫ହଜାର ୯ଶହ ଦାନ ଟଙ୍କା
୪ଲକ୍ଷ ୫ହଜାର ୯ଶହ ଦାନ ଟଙ୍କା

ଯାଜପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ତିନିଗୋଟି ହୁଣ୍ଡିକୁ ଖୋଲାଯାଇଛି । ତିନିଟି ହୁଣ୍ଡିରୁ ପ୍ରାୟ 4ଲକ୍ଷ 5ହଜାର 9ଶହ ଟଙ୍କା ମିଳିଛି ।

୪ଲକ୍ଷ ୫ହଜାର ୯ଶହ ଦାନ ଟଙ୍କା

ବୁଧବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିରର ତିନୋଟି ହୁଣ୍ଡି ଖୋଲାଯାଇଥିଲା । ଉପଜିଲ୍ଲାପାଳ ତଥା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଉପସ୍ଥିତରେ ଏହି ହୁଣ୍ଡି ଖୋଲା ଯାଇ ଟଙ୍କା ଗଣନା କରାଯାଇଥିଲା। ଏଥିରୁ ମୋଟ ୪ ଲକ୍ଷ ୫ ହଜାର ୯ଶହ ଟଙ୍କା ଦାନ ଆକାରରେ ପ୍ରାପ୍ତ ହୋଇଛି ବୋଲି ଟ୍ରଷ୍ଟି ବୋର୍ଡ଼ ସଦସ୍ୟ ଅନୁପ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ଗଣତି ସମୟରେ ମା ବିରଜାଙ୍କ ଟ୍ରଷ୍ଟି ବୋର୍ଡ଼ର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details