ଓଡିଶା

odisha

ETV Bharat / state

ସାବିତ୍ରୀ ଅମାବାସ୍ୟା: ସ୍ବାମୀର ଦୀର୍ଘାୟୁ କାମନା ନେଇ ସ୍ତ୍ରୀର ପୂଜାର୍ଚ୍ଚନା - women

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ପାଳନ କରାଯାଇଛି ସାବିତ୍ରୀ ବ୍ରତ । ସକାଳୁ ସକାଳୁ ବ୍ରତଧାରୀମାନେ ନୂତନ ବସ୍ତ୍ର ପରିଧାନ କରି ମାଆ ପାର୍ବତୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jun 3, 2019, 12:23 PM IST

ଜଗତସିଂହପୁର: ଆଜି ସାବିତ୍ରୀ ବ୍ରତ । ସ୍ବାମୀର ଲମ୍ବା ଆୟୁଷ ପାଇଁ ଏବି ବ୍ରତ ପାଳନ କରିଥାଆନ୍ତି ବିବାହିତ ମହିଳା । ଜିଲ୍ଲାର ବିଭିନ୍ନ ମନ୍ଦିରରେ ପାଳନ କରାଯାଇଛି ମହିଳାଙ୍କ ଏହି ବ୍ରତ । ସକାଳୁ ସକାଳୁ ବ୍ରତଧାରୀମାନେ ନୂତନ ବସ୍ତ୍ର ପରିଧାନ କରି ମାଆ ପାର୍ବତୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତଧାରୀମାନେ ନୂଆ ଲୁଗା, ସିନ୍ଦୂର, ନାଲିଶଙ୍ଖା ଫଳ ମୂଳ ଆଦି ମାଆଙ୍କ ପାଖରେ ନୈବେଦ୍ୟ ଅର୍ପଣ କରିଥିଲେ। ଏହାସହ ନିଜ ଘରେ ସ୍ୱାମୀଙ୍କୁ ପୂଜା କରିବା ସହିତ ପରିବାରର ମଙ୍ଗଳ କାମନା କରି ଉପବାସ ରଖିଛନ୍ତି ମହିଳା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details