ଜଗତସିଂହପୁର:ଇଷ୍ଟଦେବୀ ମା’ ଶାରଳାଙ୍କ ମନ୍ଦିରରେ ବସନ୍ତ ପଞ୍ଚମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏ ଅବସରରେ ମା’ଙ୍କୁ ମହାସ୍ନାନ ପରେ ମହାସରସ୍ୱତୀ ବେଶରେ ସଜ୍ଜିତ କରାଯାଇଥିଲା। ବସନ୍ତର ଆଗମନ ହେତୁ ମା’ଙ୍କୁ ସୁବର୍ଣ୍ଣ ଥାଳିରେ ନାଲି ଅଭିର ଓ ଆମ୍ବବଉଳକୁ ବଡ଼ପଣ୍ଡା ଅର୍ପଣ କରିବାର ବିଧି ରହିଛି।
ଏହାବି ପଢନ୍ତୁ :ଆଜି ସରସ୍ବତୀ ପୂଜା, ଶିକ୍ଷାନୁଷ୍ଠାନରେ ବାଗଦେବୀଙ୍କ ଚାଲିଛି ଆରଧନା