ଜଗତସିଂହପୁର: ଶନିବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମ ଖୋଲା ବାଣ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା । ଖୋଦ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ମାଲିକାନାରେ ଚାଲୁଥିବା ସପ୍ତାହିକ ହାଟରେ ବାଣ ବିକ୍ରି ହେଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାକୁ ନେଇ ବ୍ୟବସାୟୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଜଗତସିଂହପୁରରେ ଖୁଲମ ଖୋଲା ବାଣ ବିକ୍ରି, ଅସହାୟ ପ୍ରଶାସନ
ଶନିବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମ ଖୋଲା ବାଣ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...
ଜିଲ୍ଲାରେ ଖୁଲମ ଖୋଲା ବାଣ ବିକ୍ରି, ପ୍ରଶାସନ ଅସହାୟ
ସପ୍ତାହ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ଉପରେ କଟକଣା ଲାଗୁ କରାଯାଇଥିଲା । ଅନୁମତି ପ୍ରାପ୍ତ ବାଣ ବେବସାୟୀ, ବାଣ ବିକ୍ରି ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଚୋରା ବ୍ୟବସାୟୀ ମାନେ ସରକାରୀ ନିଅମକୁ ଉଲଙ୍ଘନ କରି ଅଧିକ ଦରରେ ବାଣ ବିକ୍ରୀ କରୁଥିଲେ ବି ଏମାନଙ୍କ ପାଖରେ ପ୍ରଶାସନ ଅସହାୟ ହୋଇପଡୁଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଈଟିଭି ଭାରତ