ଓଡିଶା

odisha

ETV Bharat / state

କୋଭିଡ କେୟାର ସେଣ୍ଟରକୁ ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ - ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଜଗତସିଂହପୁର ଜିଲ୍ଲାକୁ ଗୁରୁବାର ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଦିନିକିଆ ଗସ୍ତରେ ଆସି ବିଭିନ୍ନ କୋଭିଡ କେୟାର ପରିଦର୍ଶନ କରିଥିଲେ।

କୋଭିଡ କେୟାର ସେଣ୍ଟରକୁ ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ
କୋଭିଡ କେୟାର ସେଣ୍ଟରକୁ ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

By

Published : Aug 6, 2020, 10:53 PM IST

ଜଗତସିଂହପୁର: ଜିଲ୍ଲାକୁ ଗୁରୁବାର ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଦିନିକିଆ ଗସ୍ତରେ ଆସି ବିଭିନ୍ନ କୋଭିଡ କେୟାର ପରିଦର୍ଶନ କରିଥିଲେ। ପରେ ସେ ଜିଲାପାଳଙ୍କ ସହ ଭାବନା ସଭାଗୃହରେ କୋରୋନାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

କୋଭିଡ କେୟାର ସେଣ୍ଟରକୁ ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା କୋଭିଡ କେୟାରରେ ଅଧିକ ଶଯ୍ୟା ବଢାଇବା ସହ ଆଗାମୀ ଦିନରେ ସଂକ୍ରମଣ ବଢିବାକୁ ନେଇ ଅଧିକ ଆମ୍ବୁଲାନ୍ସ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details