ଜଗତସିଂହପୁର : ଜଗତସିଂହପୁର ସହରର ଚାଟରା ନିକଟରୁ ଏକ ତୃଷାର୍ତ୍ତ ହରିଣକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ନାଉଗାଁ ଜଙ୍ଗଲରୁ ପାଣି ଅନ୍ବେଷଣରେ ଏକ ତୃଷାର୍ତ୍ତ ହରିଣ ସହର ଉପକଣ୍ଠ ଚାଟରା ଗାଁ ମଧ୍ୟକୁ ଚାଲି ଆସିଥିଲା । ଫଳରେ ବୁଲା କୁକୁରଙ୍କ ହାବୁଡରେ ପଡିଥିଲା ହରିଣଟି ।
ପାଣି ଅନ୍ବେଷଣରେ ଚାଲିଆସିଥିଲା ହରିଣ, ଉଦ୍ଧାର କଲେ ଲୋକେ - ଜଗତସିଂହପୁର ସହରର ଚାଟରା ନିକଟରୁ ହରିଣକୁ ଉଦ୍ଧାର
ନାଉଗାଁ ଜଙ୍ଗଲରୁ ପାଣି ଅନ୍ବେଷଣରେ ଏକ ତୃଷାର୍ତ୍ତ ହରିଣ ସହର ଉପକଣ୍ଠ ଚାଟରା ଗାଁ ମଧ୍ୟକୁ ଚାଲି ଆସିଥିଲା । ଫଳରେ ବୁଲା କୁକୁରଙ୍କ ହାବୁଡରେ ପଡିଥିଲା ହରିଣଟି । ଖବରପାଇ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣଟିକୁ ଉଧାର କରି ଧର୍ତ୍ତଙ୍ଗ ଗଡ ଜଙ୍ଗଲରେ ଛାଡିଛନ୍ତି । ଅଧିକ ପଢନ୍ତୁ...
ସହର ଉପକଣ୍ଠରୁ ତୃଷାର୍ତ୍ତ ହରିଣ ଉଦ୍ଧାର
ସହର ଉପକଣ୍ଠରୁ ତୃଷାର୍ତ୍ତ ହରିଣ ଉଦ୍ଧାର
ସ୍ଥାନୀୟ ଲୋକେ ଏହା ଦେଖିବା ପରେ ହରିଣ ଟିକୁ ଉଦ୍ଧାର କରିବା ସହ ଜଗତସିଂହପୁର ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣଟିକୁ ଉଧାର କରି ଧର୍ତ୍ତଙ୍ଗ ଗଡ ଜଙ୍ଗଲରେ ଛାଡିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ