ଜଗତସିଂହପୁର:ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ଆଜି ଜନ ଶୁଣାଣି ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ୧୧ଟାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ଗଠିତ ୫ ଜଣିଆ ଟିମ ଢ଼ିଙ୍କିଆରେ ପହଞ୍ଚିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୂର୍ବରୁ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ବିସ୍ଥାପିତ ଗ୍ରାମବାସୀ ଉପସ୍ଥିତ ଥିଲେ । ଜନ ଶୁଣାଣି ସ୍ଥାନକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଛି ।
ଏହାମଧ୍ୟ ପଢନ୍ତୁ:ହାଇକୋର୍ଟ ଟିମ ସହ ଗ୍ରାମବାସୀଙ୍କ ଭେଟକୁ ସପକ୍ଷବାଦୀଙ୍କ ବିରୋଧ