ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ନୂତନ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସ୍ଥିତି ସମୀକ୍ଷା କରିବା ସହ ଏସଭିଏମ୍ କଲେଜ ଷ୍ଟ୍ରଙ୍ଗ ରୁମ୍ ଅନୁଧ୍ୟାନ କରିଛନ୍ତି । ତିର୍ତ୍ତୋଲ ଉପନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।
ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି - ଜଗତସିଂହପୁର ଖବର
ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଉପନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଅଧିକ ପଢନ୍ତୁ...
![ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି](https://etvbharatimages.akamaized.net/etvbharat/prod-images/768-512-9099814-12-9099814-1602165620553.jpg)
ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି
ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି
ସମୀକ୍ଷା ସମୟରେ ଜିଲ୍ଲାପାଳ କହିଛନ୍ତି ଯେ ତିର୍ତ୍ତୋଲ ଉପନିର୍ବାଚନ ସଂକ୍ରାନ୍ତୀୟ ଯେକୌଣସି ଆପତ୍ତି ଜନସାଧାରଣ କରିବାକୁ ଚାହୁଁଥିବେ, ସେମାନେ ଟୋଲ୍ ଫ୍ରି ନଂ ୧୮୦୦୩୪୫୭୨୭୯ କିମ୍ବା ନିର୍ବାଚନ ଅଭିଯୋଗ କକ୍ଷରେ କରିପାରିବେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ