ଜଗତସିଂହପୁର: ସଦରଥାନା ଅନ୍ତର୍ଗତ ସାଁପୁର ଗାଁର ମଜୁରାଇ ନିକଟରୁ ବିପୁଳ ପରିମାଣର ମଦ ଜବତ । ଦୀର୍ଘ ଦିନ ଜଣେ ବ୍ୟକ୍ତି ଏଠାରେ ଚୋରାମଦ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ପୋଲିସ ଏହି ଖବର ପାଇବା ପରେ ଅତର୍କିତ ଚଢାଉ କରିଥିଲା । ବିପୁଳ ପରିମାଣର ବିଦେଶୀ ଓ ଦେଶୀମଦ ଜବତ କରିବା ସହ ଜଣକୁ ପରିଖିତ ବେହେରାଙ୍କୁ ଗିରଫ କରଛି ।
ଜଗତସିଂହପୁରରୁ ଚୋରାମଦ ବେପାରୀକୁ ଗିରଫ କଲା ପୋଲିସ - Police arrested a smuggler
ସଦରଥାନା ଅନ୍ତର୍ଗତ ସାଁପୁର ଗାଁର ମଜୁରାଇ ପରିଖିତ ନାମକ ଜଣେ ବ୍ୟକ୍ତି ଚୋରାମଦ ବେପାର କରୁଥିଲେ । ଏହାର ଖବର ପୋଲିସ ପାଇବା ପରେ ଅତର୍କିତ ଚଢାଉ କରିଥିଲା । ଏହି ସମୟରେ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଅଧିକ ପଢନ୍ତୁ...
![ଜଗତସିଂହପୁରରୁ ଚୋରାମଦ ବେପାରୀକୁ ଗିରଫ କଲା ପୋଲିସ ଜଗତସିଂହପୁରରୁ ଚୋରାମଦ ବେପାରୀକୁ ଗିରଫ କଲା ପୋଲିସ](https://etvbharatimages.akamaized.net/etvbharat/prod-images/768-512-8803491-714-8803491-1600132719707.jpg)
ଜଗତସିଂହପୁରରୁ ଚୋରାମଦ ବେପାରୀକୁ ଗିରଫ କଲା ପୋଲିସ
ଜଗତସିଂହପୁରରୁ ସୁଶାନ୍ତ ପାତ୍ର , ଇଟିଭି ଭାରତ