ଜଗତସିଂହପୁର: ବଢିଲା ଜିଲ୍ଲାର ମୁଖ୍ୟ ହସ୍ପିଟାଲର ଶଯ୍ୟା ସଂଖ୍ୟା। ହସ୍ପିଟାଲରେ ଥିବା ଶଯ୍ୟା ସଂଖ୍ୟା 126ରୁ 300କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଜଗତସିଂହପୁର ମୁଖ୍ୟ ହସ୍ପିଟାଲରେ ବଢିଲା ଶଯ୍ୟା ସଂଖ୍ୟା - number-of-beds-has-increased-in-the-main-hospital-of-jagatsinghpur
ଜଗତସିଂହପୁର ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ବଢିଲା ଶଯ୍ୟା ସଂଖ୍ୟା । ହସ୍ପିଟାଲରେ ଥିବା ଶଯ୍ୟା ସଂଖ୍ୟା 126ରୁ 300କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ବଢିଲା ବେଡ୍ ସଂଖ୍ୟା
ତେବେ ସରକାରୀ ହସ୍ପିଟାଲରେ ଶଯ୍ୟା ଅଭାବରୁ ରୋଗୀମାନେ ବାରଣ୍ଡା ଓ ତଳେ ଶୋଇଥିବାର ଚିତ୍ର ଅନେକ ସମୟରେ ସାମ୍ନାକୁ ଆସିଛି । ଏନେଇ ରୋଗୀଙ୍କୁ ଭଲ ଭାବରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ କିଭଳି ରୋଗୀମାନେ ଶଯ୍ୟା ପାଇପାରିବେ, ସେନେଇ ଜଗତସିଂହପୁର ମୁଖ୍ୟ ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ