ଜଗତସିଂହପୁର: ଜେଲ ଗଲା ନର୍ସ ନିହାରୀକା ହତ୍ୟାକାଣ୍ଡର ଅଭିଯୁକ୍ତ କିଶୋର ଆଞ୍ଚଲ ଓରଫ ରାଜା । ଜାମିନ ନା ମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇଛନ୍ତି କୋର୍ଟ ।
ନର୍ସ ନିହାରୀକା ହତ୍ୟା ଘଟଣା, ଜେଲ ଗଲା ରାଜା - niharika murder case
ଆଳିପିଙ୍ଗଳ ସବ୍ ଜେଲକୁ ଗଲା ନର୍ସ ନିହାରୀକା ହତ୍ୟାକାଣ୍ଡ ଅଭିଯୁକ୍ତ ରାଜା । ଅଧିକ ପଢନ୍ତୁ....
![ନର୍ସ ନିହାରୀକା ହତ୍ୟା ଘଟଣା, ଜେଲ ଗଲା ରାଜା](https://etvbharatimages.akamaized.net/etvbharat/prod-images/768-512-4514144-thumbnail-3x2-raja.jpg)
ଫାଇଲ ଫଟୋ
ଗିରଫ ପରେ ଅଭିଯୁକ୍ତକୁ ଜଗତସିଂହପୁର ଏସଡିଜେଏମ କୋର୍ଟରେ ହାଜର କରିଥିଲା ପୋଲିସ । ହେଲେ ଜାମିନ ନାମଞ୍ଜୁର ହେବାରୁ ତାକୁ ଆଳି ପିଙ୍ଗଳ ସବ୍ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ରାଜାକୁ ରିମାଣ୍ଡରେ ନେବା ପାଇଁ ସୋମବାର କୋର୍ଟରେ ଆବେଦନ କରିବ ବିରିଡି ପୋଲିସ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ