ଓଡିଶା

odisha

ETV Bharat / state

ପାଇଖାନା ପ୍ୟାନରୁ ନବଜାତକ ଉଦ୍ଧାର - pan

ପୁଣି ସାମ୍ନାକୁ ଶିଶୁକନ୍ୟା ହତ୍ୟା ଭଳି କୁତ୍ସିତ ଘଟଣା । ତାହା ପୁଣି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ତେବେ ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଫଟୋ ସୌଜନ୍ଯ: ପ୍ରତିନିଧି, ଜଗସିଂହପୁର

By

Published : Jun 10, 2019, 10:50 AM IST

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଇଖାନା ଘରୁ ଏକ ନବଜାତକ ମୃତଦେହକୁ ଉଦ୍ଧାର କରାଯାଇଛି । ଫଳରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଜଗତସିଂହପୁର

ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ କେହିଜଣେ ନବଜାତ ଶିଶୁ କନ୍ୟାକୁ ଲାଟିନରେ ଫିଙ୍ଗିଦେଇ ପଳାଇ ଥିବା ଅନୁମାନ କରାଯାଉଛି । ଏପଟେ ନବଜାତକ ଲାଟିନ୍ ଫିଙ୍ଗା ଘଟଣାକୁ ନେଇ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏ ସମ୍ପର୍କରେ ମେଡିକାଲ୍ କର୍ତ୍ତୁପଖ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details