ଜଗତସିଂହପୁର:ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଶିଳ୍ପ ନଗରୀ ପାରାଦୀପରେ ମତଦାନ ନୈରାଶ୍ୟ ଜନକ ଥିବାବେଳେ ଜଗତସିଂହପୁରରେ ମତଦାନର ହାର ସର୍ବାଧିକ ରହିଛି । ସକାଳ 8 ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିଥିଲା । 5.3 ରେ ସମସ୍ତ EVM ମେସିନ ଗୁଡିକୁ କଡାସୁରକ୍ଷା ବ୍ୟବସ୍ଥା ଭିତରେ ସ୍ୱାମୀ ବିବେକାନନ୍ଦ ସ୍ବଂୟ ଶାସିତ ମହାବିଦ୍ୟାଳୟକୁ ଅଣାଯାଇ ସିଲ କରାଯିବା ସହ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।
ଏହାବି ପଢନ୍ତୁ :Municipal Election: ଶାନ୍ତି ଶୃଙ୍ଖଳା ନେଇ କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ