ଓଡିଶା

odisha

ETV Bharat / state

‘ଆପୋଷ ସମାଧାନ ହିଁ ତ୍ବରିତ ନ୍ୟାୟର ସହଜ ପ୍ରକ୍ରିୟା’ - mega legal services camp in jagasinhapur

ଆପୋଷ ସମାଧାନ ହିଁ ତ୍ବରିତ ନ୍ୟାୟର ସହଜ ପ୍ରକ୍ରିୟା । ଅଯଥା କୋଟ କଚେରୀକୁ ଦୌଡ଼ି ଖର୍ଚ୍ଚiନ୍ତ ହେବା ଅପେକ୍ଷା ଆପୋଷ ସମାଧାନ ଦିଗରେ ଦୁଇ ପକ୍ଷ ସହମତି ହେବା ଆବଶ୍ୟକ । ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଆଇନ ସଚେତନତା ଶିବିରରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା କହିଛନ୍ତି ।

mega legal services camp in jagasinhapur
ଆଇନ ସଚେତନତା ଶିବିର ଅନୁଷ୍ଠିତ

By

Published : Jan 25, 2020, 10:29 PM IST

ଜଗସିଂହପୁର: ଶନିବାର ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଇନ ସଚେତନତା ଶିବିର ଅନୁଷ୍ଠିତ

ଆପୋଷ ସମାଧାନ ହିଁ ତ୍ବରିତ ନ୍ୟାୟର ସହଜ ପ୍ରକ୍ରିୟା । ଅଯଥା କୋଟ କଚେରୀକୁ ଦୌଡ଼ି ଖର୍ଚ୍ଚiନ୍ତ ହେବା ଅପେକ୍ଷା ଆପୋଷ ସମାଧାନ ଦିଗରେ ଦୁଇ ପକ୍ଷ ସହମତି ହେବା ଆବଶ୍ୟକ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ନାୟକ, ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ଆରକ୍ଷୀ ଅଧ୍ୟକ୍ଷକ ପ୍ରକାଶ ରଙ୍ଗରାଜ ଓ ଜିଲ୍ଲାର ସମସ୍ତ ବିଚାରପତି ମାନେ ଯୋଗ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details