ଓଡିଶା

odisha

ETV Bharat / state

ବିଜାପୁର ଶହୀଦଙ୍କୁ ଜଗତସିଂହପୁରରେ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ନିରବ ପ୍ରାର୍ଥନା କରାଯାଇଛି । ଅଧିକ ପଢନ୍ତୁ...

By

Published : Apr 7, 2021, 10:51 PM IST

ମାଓବାଦୀ ଆକ୍ରମଣରେ ସହୀଦ 23 ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ମାଓବାଦୀ ଆକ୍ରମଣରେ ସହୀଦ 23 ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ନିରବ ପ୍ରାର୍ଥନା କରାଯାଇଛି । ଗତ ଶନିବାର ଦିନ ଛତିଶଗଡ଼ ବିଜେପୁର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି 22 ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ ।

ମାଓବାଦୀ ଆକ୍ରମଣରେ ସହୀଦ 23 ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦେଶ ମାତୃକା ପ୍ରତି ନିଜର ପ୍ରାଣକୁ ଉତ୍ସର୍ଗିକୃତ ଭାବେ ସହୀଦ ଯବାନ ମାନେ ନିଜର ବିରତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ସାମ୍ବାଦିକ, ବୁଦ୍ଧିଯୀବୀ ଯୋଗ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details