ଜଗତସିଂହପୁର: ରୋଡ ରୋମିଓକୁ ଉଠାଇ ନେଲା ପୋଲିସ । ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଏକାଧିକ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।
ମହଙ୍ଗା ପଡିଲା ଯୁବତୀଙ୍କୁ ଅସଦାଚରଣ, ପୋଲିସ ହାବୁଡରେ ରୋଡ ରୋମିଓ - jagatsinghpur latest news
ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ରୋଡ ରୋମିଓକୁ ଉଠାଇ ନେଲା ପୋଲିସ । ଦୀର୍ଘ ଦିନ ଧରି ଏକାଧିକ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଜଗତସିଂହପୁର ରୋଡ୍ ରୋମିଓକୁ ଉଠାଇ ନେଲା ପୋଲିସ
ଜଗତସିଂହପୁର ରୋଡ୍ ରୋମିଓକୁ ଉଠାଇ ନେଲା ପୋଲିସ
ସୂଚନାଯୋଗ୍ୟ ବୁଧବାର ସନ୍ଧ୍ୟାରେ ଜଗତସିଂହପୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜନୈକ ଯୁବତୀ ଜଣକ ଘରକୁ ଫେରୁଥିବା ସମୟରେ ରୋଡ ରୋମିଓର ଶିକାର ହୋଇଥିଲେ। ଜଗତସିଂହପୁରର ବୋରିକିନା ଅଞ୍ଚଳରେ ରୋଡ ରୋମିଓ ଦେବେନ୍ଦ୍ର ବେହେରା ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣକ ରୋଡ ରୋମିଓକୁ ମାଡ ମାରିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜଗତସିଂହପୁର ପୋଲିସ ଲାଲାସାହି ଅଞ୍ଚଳରୁ ଦେବେନ୍ଦ୍ରକୁ କାବୁ କରି ଥାନାରେ ଅଟକ ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ