ଓଡିଶା

odisha

ପାରାଦୀପ ପୋର୍ଟ ଗସ୍ତରେ ଇଣ୍ଡୋନେସିଆ ଆମ୍ବାସଡ଼ର ଏଚ କ୍ରିଷ୍ଣାମୂର୍ତ୍ତୀ

By

Published : May 8, 2022, 10:10 AM IST

ପାରାଦୀପ ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ଆମ୍ବାସଡର ଏଚ କ୍ରିଷ୍ଣାମୂର୍ତ୍ତୀ । ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ପି.ଏଲ ହାରାନାଦଙ୍କ ସହ ଆଲୋଚନା କରିବା ପରେ ପାରାଦୀପ ବନ୍ଦରର ଓ୍ବେଟ୍ ବେସିନ୍ ଓ ବର୍ଥ ଆଦି ବୁଲି ଦେଖିଥିଲେ । ଅଧିକ ପଢନ୍ତୁ

ପାରାଦୀପ ପୋର୍ଟ ଗସ୍ତରେ ଇଣ୍ଡୋନେସିଆ ଆମ୍ବାସଡ଼ର ଏଚ କ୍ରିଷ୍ଣାମୂର୍ତ୍ତୀ
ପାରାଦୀପ ପୋର୍ଟ ଗସ୍ତରେ ଇଣ୍ଡୋନେସିଆ ଆମ୍ବାସଡ଼ର ଏଚ କ୍ରିଷ୍ଣାମୂର୍ତ୍ତୀ

ଜଗତସିଂହପୁର: ପାରାଦୀପ ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ଆମ୍ବାସଡର ଏଚ କ୍ରିଷ୍ଣାମୂର୍ତ୍ତୀ । ଆଜି ମଧ୍ୟାହ୍ନରେ କୃଷ୍ଣମୃତ୍ତି ପାରାଦୀପରେ ପହଞ୍ଚିବା ପରେ ପାରାଦୀପ ବନ୍ଦର(Paradip Port) ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ପି.ଏଲ ହାରାନାଦଙ୍କ ସହ ଆଲୋଚନା କରିବା ପରେ ପାରାଦୀପ ବନ୍ଦରର ଓ୍ବେଟ୍ ବେସିନ୍ ଓ ବର୍ଥ ଆଦି ବୁଲି ଦେଖିଥିଲେ ।

ପାରାଦୀପ ପୋର୍ଟ ଗସ୍ତରେ ଇଣ୍ଡୋନେସିଆ ଆମ୍ବାସଡ଼ର ଏଚ କ୍ରିଷ୍ଣାମୂର୍ତ୍ତୀ

ପରେ ଇଫକୋ ପରିସରରେ ନିର୍ମାଣ ହୋଇଥିବା ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦରର ପରିଦର୍ଶନ କରିବା ସହ ବନ୍ଦର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details