ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। କୋଭିଡ କଟକଣା ମଧ୍ୟରେ ଜିଲ୍ଲାରେ ପୂଜା ପାଉଛନ୍ତି ମା ଧନଲକ୍ଷ୍ମୀ ।
ଜଗତସିଂହପୁର ଉପକଣ୍ଠ ନବାପାଟଣା ଗ୍ରାମରେ ପ୍ରସିଦ୍ଧ ଗଜଲଷ୍ମୀ ପୂଜା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପୂଜା ମଣ୍ଡପକୁ ସାମ୍ନା ପଟୁ ବନ୍ଦ ରଖିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।