ଓଡିଶା

odisha

ଡରାଉଛି କୋରୋନା: ଜଗତସିଂହପୁରରେ 144 ଧାରା ଲାଗୁ

By

Published : Mar 17, 2020, 8:40 AM IST

Updated : Mar 17, 2020, 12:08 PM IST

ଜଗତସିଂହପୁରରେ ଲାଗୁ 144 ଧାରା
ଜଗତସିଂହପୁରରେ ଲାଗୁ 144 ଧାରା

08:36 March 17

ଜଗତସିଂହପୁରରେ ଲାଗୁ 144 ଧାରା

ଜଗତସିଂହପୁର: ଜିଲ୍ଲାର ସାରଳା ମନ୍ଦିର, ଗୋରେଖ ନାଥ ଓ ସମସ୍ତ ଧର୍ମାନୁଷ୍ଠାନରେ 144 ଧାରା ଲାଗୁ । 5ରୁ ଜଣରୁ ଅଧିକ ବ୍ୟକ୍ତିଙ୍କ ଏକାଠି ହେବା ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ। ଏହା ସହ ସମସ୍ତ ଦୋକାନା ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ । ପୂର୍ବରୁ ଢେଙ୍କାନାଳ, ଯାଜପୁର ଓ ଭଦ୍ରକରେ ମଧ୍ୟ ଲାଗୁ ହୋଇଛି 144 । 

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Mar 17, 2020, 12:08 PM IST

ABOUT THE AUTHOR

...view details