ଜଗତସିଂହପୁର: ଜିଲା ନ୍ୟାୟାଳୟ ପରିସରରେ ସିନିଅର ସିଭିଲ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଜିଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ଜଜ୍ ମାଳବିକା ଭୁଇଁଆ, ସବ୍ ଜଜ୍ ଶଶିରେଖା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁରରେ ସିନିଅର ସିଭିଲ କୋର୍ଟ ଉଦଘାଟିତ - Jagatsinghpur news
ଜିଲା ନ୍ୟାୟାଳୟ ପରିସରରେ ସିନିଅର ସିଭିଲ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ...
ଜଗତସିଂହପୁରରେ ସିନିଅର ସିଭିଲ କୋର୍ଟ ଉଦଘାଟିତ
ଜଗତସିଂହପୁରରେ ସିନିଅର ସିଭିଲ କୋର୍ଟ ଉଦଘାଟିତ
ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଆର.କେ ଘୋଷ, ନୋଟିଫିକେସନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଦିକ୍ଷକ ଆର ପ୍ରକାଶ ଓ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ