ଜଗତସିଂହପୁର: ପାରାଦୀପ ସମୁଦ୍ର କୂଳ ନିକଟ ଝାଉଁ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପାରାଦୀପ ସଦର ଥାନା ଅନ୍ତର୍ଗତ ନୂଆବଜାର ନିକଟ ବସ୍ତିର ପ୍ରମୋଦ ପାମେଲା। ସେ ପେଷାରେ ଜଣେ ଡ୍ରାଇଭର।
ଝାଉଁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ - A hanging deadbody rescue in paradeep forest
ପାରାଦୀପ ସମୁଦ୍ର କୂଳ ନିକଟ ଝାଉଁ ଜଙ୍ଗଲ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି। ଅଧିକ ପଢନ୍ତୁ...
ପାରାଦୀପରେ ଯୁବକଙ୍କ ମୃତଦେହ ଉଦ୍ଧାର
ପାରାଦୀପରେ ଯୁବକଙ୍କ ମୃତଦେହ ଉଦ୍ଧାର
ତେବେ ପ୍ରମୋଦଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କୁ କେହି ହତ୍ୟାକାରୀ ଆତ୍ମହତ୍ୟା ରୁପ ଦେଇ ଟାଙ୍ଗିଦେଇ ଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ