ଜଗତସିଂହପୁର: ଜିଲ୍ଲାରେ ଶନିବାର ପୁଣି 36 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 4, ଏରସମାରୁ 3, ଜଗତସିଂହପୁର ବ୍ଲକରୁ 3, କୁଜଙ୍ଗରୁ 7, ପାରାଦ୍ୱୀପ ମୁନିସିପାଲଟିରୁ 4, ରଘୁନାଥପୁରରୁ 3, ତିର୍ତ୍ତୋଲରୁ 5 ଓ ଜଗତସିଂହପୁର ସହରରୁ 7 ଜଣ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ବିଭିନ୍ନ ସ୍ଥାନରୁ ଫେରି ହୋମକ୍ୱାରେଣ୍ଟାଇନରେ ରହିଥିଲେ ।
ଜଗତସିଂହପୁରରେ 36 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - new corona positives
ଜଗତସିଂହପୁର ଜିଲ୍ଲାରେ ଶନିବାର ପୁଣି 36 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 4, ଏରସମାରୁ 3, ଜଗତସିଂହପୁର ବ୍ଲକରୁ 3, କୁଜଙ୍ଗରୁ 7, ପାରାଦ୍ୱୀପ ମୁନିସିପାଲଟିରୁ 4, ରଘୁନାଥପୁରରୁ 3, ତିର୍ତ୍ତୋଲରୁ 5 ଓ ଜଗତସିଂହପୁର ସହରରୁ 7 ଜଣ ଚିହ୍ନଟ କରାଯାଇଛି। ଅଧିକ ପଢନ୍ତୁ...

ଜଗତସିଂହପୁରରେ 36 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ଜଗତସିଂହପୁରରେ 36 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ଶନିବାର ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1697ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 1096 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସୁଦ୍ଧା 597 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ରେ ସ୍ଥିର ରହିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ