ଭଞ୍ଜନଗର:ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲୀ ଗାଁରେ ଥିବା ଏକ କାଜୁ ତୋଟାରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ କେହି ହତ୍ୟା କରି ଫୋପାଡି ଦେଇଥିବା ଅନୁମାନ କରାଯାଉଛି ।
କବିସୂର୍ଯ୍ୟନଗର ଥାନା କାଜୁ ତୋଟାରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର