ଓଡିଶା

odisha

ETV Bharat / state

ନୂଆବର୍ଷରେ ନାଚିଲେ ସାଂସଦ ପ୍ରମିଳା ବିଷୋୟୀ, ଭିଡିଓ ଭାଇରାଲ - ଆସିକା ସାଂସଦ ପ୍ରମିଳା ବିଷୋୟୀ

ଆସିକା ସାଂସଦ ପ୍ରମିଳା ବିଷୋୟୀ ନୂଆବର୍ଷ ପାଳନ କରିବା ସହ ନାଚଗୀତରେ ମଜ୍ଜିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

aska
ନୂଆବର୍ଷରେ ନାଚିଲେ ଓ ଗୀତ ଗାଇଲେ ସାଂସଦ ପ୍ରମିଳା ମଲ୍ଲିକ

By

Published : Jan 2, 2020, 6:31 PM IST

Updated : Jan 2, 2020, 11:00 PM IST


ଭଞ୍ଜନଗର: ନୂଆବର୍ଷକୁ ସମସ୍ତେ ନାଚଗୀତରେ ସେଲିବ୍ରେଟ କରିଛନ୍ତି । ଏହି ସେଲିବ୍ରେଟରୁ ବାଦ ପଡିନାହାନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ । ସେ ଆସିକା ଟାଉନହଲ ପଡିଆରେ ନବବର୍ଷ ପାଳନ ଅବସରରେ ବେଶ ନାଚିବା ସହ ଗୀତ ଗାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ନୂଆବର୍ଷରେ ନାଚିଲେ ଓ ଗୀତ ଗାଇଲେ ସାଂସଦ ପ୍ରମିଳା ମଲ୍ଲିକ

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jan 2, 2020, 11:00 PM IST

ABOUT THE AUTHOR

...view details