ଭଞ୍ଜନଗର: କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ ଜାରି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅଧିନ ସୋରଡା ସ୍ଥିତ କିରୋସିନ ଡିପୋରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଛନ୍ତି । ସୂଚନାନୁସାରେ ଅଞ୍ଚଳର ଲୋକମାନଙ୍କୁ ଚାକିରି ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ କିଛି ସହଯୋଗୀଙ୍କ ଘରେ ଚଢାଉ ଚାଲିଛି । ଆଉ ସେହି ସମୟରେ ଗୁରୁମୂର୍ତ୍ତୀ କିରୋସିନ ଡିପୋର ମାଲିକ ଛବି ପାତ୍ର ମଧ୍ୟ 40 ଲକ୍ଷ ଟଙ୍କା ଦେଇଥିବା ନେଇ ସୂଚନା ମିଳିଛି ।
କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ - Gopalpur Mla
ଗଞ୍ଜାମ ଜିଲ୍ଲା ଅଧିନ ସୋରଡା ସ୍ଥିତ କିରୋସିନ ଡିପୋରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଛନ୍ତି । ଚାକିରି କରାଇଦେବା ନାଁରେ ଦେଇଥିବା ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍ । ଅଧିକ ପଢନ୍ତୁ...
![କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ](https://etvbharatimages.akamaized.net/etvbharat/prod-images/768-512-13399614-thumbnail-3x2-kk---copy---copy.jpg)
କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ
କିରୋସିନ ଡିପୋରେ ଭିଜିଲାନ୍ସ ଟିମର ଚଢାଉ
ସେପଟେ ଭିଜିଲାନ୍ସ ବିଭାଗର ଡିଏସପି କହିଛନ୍ତି କି କିରୋସିନ ଡିପୋରେ ଚଢାଉ କରି କାଗଜ ପତ୍ରର ଯାଞ୍ଚ ଚାଲିଛି, ତଦନ୍ତ ଶେଷ ହେବା ପରେ ସମସ୍ତ ଘଟଣା ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ
Last Updated : Oct 20, 2021, 9:16 AM IST