ଓଡିଶା

odisha

By

Published : Mar 26, 2021, 9:39 PM IST

ETV Bharat / state

9 ମାସରୁ ମିଳୁନି ଦରମା, ଧାରଣାରେ ଶିକ୍ଷକ-ଶିକ୍ଷୟତ୍ରୀ

9 ମାସର ଦରମା ବନ୍ଦ ପ୍ରତିବାଦରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ସମ୍ମୁଖରେ ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଧାରଣା। ଅଧିକ ପଢନ୍ତୁ...

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଧାରଣା
ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଧାରଣା

ଭଞ୍ଜନଗର: ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଧାରଣା । 9 ମାସର ଦରମା ବନ୍ଦ ପ୍ରତିବାଦରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ସମ୍ମୁଖରେ ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଧାରଣା।

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଧାରଣା

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ବେଣାପାଟ ଅପର ପ୍ରାଇମେରୀ ସ୍କୁଲରେ କାର୍ଯ୍ୟ କରୁଥିବା 3 ଜଣ ସହକାରୀ ଶିକ୍ଷକଙ୍କୁ ଆକ୍ରୋଶମୂଳକ ଭାବେ ଆସିକା BEO ଓ ବେଣାପଟ ସ୍କୁଲର ପ୍ରଧାନ ଶିକ୍ଷକ ମିଳିତ ଷଡ଼ଯନ୍ତ୍ର କରି 9 ମାସ ହେବ ଦରମା ବନ୍ଦ କରିଛନ୍ତି । ଯାହାର ପ୍ରତିବାଦରେ ଶୁକ୍ରବାର ଆସିକା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ସକାଳ 10 ଟାରୁ ଅପରାହ୍ନ 4 ଟା ପଯ୍ୟନ୍ତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ଦରମା ବନ୍ଦ ବିଷୟରେ BEO ଙ୍କୁ ବହୁବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବା ପରେ ଆଜି ବାଧ୍ୟ ହୋଇ ସେମାନେ ଧାରଣାରେ ବସିଥିବା କହିଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details