ଭଞ୍ଜନଗର: କୋଭିଡ କଟକଣାକୁ ବେଖାତିର । ଗଞ୍ଜାମ ଭଞ୍ଜନଗର ବ୍ଲକ ଟୋକାଗଣ୍ଡା ଆମ୍ବତୋଟାରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଅତର୍କିତ ଚଢ଼ାଉ କଲା ଭଞ୍ଜନଗର ପୋଲିସ । ଘଟଣାସ୍ଥଳରୁ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୧୨,୯୦୦ଟଙ୍କା ଓ ୪ ଟି ମୋଟର ସାଇକେଲ ଜବତ କରିଛି ପୋଲିସ।
ଜୁଆ ଆଡ୍ଡାରେ ଚଢାଉ, 5 ଗିରଫ - Gambling raid in bhanjanagar
କୋଭିଡ କଟକଣାକୁ ବେଖାତିର । ଭଞ୍ଜନଗର ବ୍ଲକ ଟୋକାଗଣ୍ଡା ଆମ୍ବତୋଟାରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ। ଅଧିକ ପଢନ୍ତୁ...
![ଜୁଆ ଆଡ୍ଡାରେ ଚଢାଉ, 5 ଗିରଫ ଜୁଆ ଆଡ୍ଡା ଉପରେ ଚଢାଉ, 5 ଗିରଫ](https://etvbharatimages.akamaized.net/etvbharat/prod-images/768-512-11738605-162-11738605-1620836876201.jpg)
ଜୁଆ ଆଡ୍ଡା ଉପରେ ଚଢାଉ, 5 ଗିରଫ
ଏହି ଘଟଣାରେ କେଶ ନଂ୧୯୦/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ