ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ କଡା ସୁରକ୍ଷା ବଳୟରେ ଗଞ୍ଜାମ - election

ନିର୍ବାଚନ ନେଇ ପୂରା ଜୋସରେ ଗଞ୍ଜାମ ଜିଲ୍ଲା । ପୋଲିସ ପ୍ରଶାସନ ପକ୍ଷରୁ ଚାଲିଛି ରାତ୍ର କାଳୀନ କଡା ସୁରକ୍ଷା ବ୍ୟବସ୍ଥା । ସିଆଇଏସ୍ଏଫ୍ ପକ୍ଷରୁ ରାତ୍ର ସମୟରେ ବ୍ଳକିଙ୍ଗ୍ ସହ ନାକା ମାଧ୍ୟମରେ ପ୍ରତ୍ୟେକ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହନ ଗୁଡିକୁ ଯାଞ୍ଚ ହେଉଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Apr 6, 2019, 8:02 PM IST

ବ୍ରହ୍ମପୁର: ନିର୍ବାଚନ ନେଇ ପୂରା ଜୋସରେ ଗଞ୍ଜାମ ଜିଲ୍ଲା । ପୋଲିସ ପ୍ରଶାସନ ପକ୍ଷରୁ ଚାଲିଛି ରାତ୍ରକାଳୀନ କଡା ସୁରକ୍ଷା ବ୍ୟବସ୍ଥା । ସିଆଇଏସ୍ଏଫ୍ ପକ୍ଷରୁ ରାତ୍ର ସମୟରେ ବ୍ଳକିଙ୍ଗ୍ ସହ ନାକା ମାଧ୍ୟମରେ ପ୍ରତ୍ୟେକ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହନ ଗୁଡିକୁ ଯାଞ୍ଚ ହେଉଛି । ଏଥି ସହ ପ୍ରବେଶ ପଥ ଦେଇ ଯାଉଥିବା ସମସ୍ତ ଗାଡି ଗୁଡିକ ଉପରେ ରଖାଯାଉଛି କଡା ନଜର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ତେବେ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ କିଭଳି ଚାଲିଛି, ଯାଞ୍ଚ ପ୍ରକ୍ରିୟା ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା।


ବ୍ରହ୍ମପୁରରୁ ସମୀରଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details