ଭଞ୍ଜନଗର: କୋରୋନା କଟକଣାକୁ ଫୁ । କୋରୋନା ସମୟରେ ଯଜ୍ଞ କରିବା ମହଙ୍ଗା ପଡ଼ିଲା ନାଏବ ସରପଞ୍ଚଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଜା.ଡେଙ୍ଗା ପଦର ପଞ୍ଚାୟତ ମର୍ଦ୍ଧରାଜପୁର ଗାଁରେ । କୋରୋନା ନିୟମକୁ ଉଲଘଂନ କରି ଗାଁରେ ୫ ଶହରୁ ଅଧିକ ଲୋକ ସମାଗମ ହୋଇ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞର ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ।
କୋରୋନା କଟକଣାକୁ ଫୁ, ନାଏବ ସରପଞ୍ଚଙ୍କୁ ଯଜ୍ଞ କରିବା ପଡ଼ିଲା ମହଙ୍ଗା - ନାଏବ ସରପଞ୍ଚଙ୍କୁ ଯଜ୍ଞ କରିବା ପଡ଼ିଲା ମହଙ୍ଗା
ଗଞ୍ଜାମରେ କୋରୋନା କଟକଣାକୁ ଫୁ । ମର୍ଦ୍ଧରାଜପୁର ଗାଁରେ ନାଏବ ସରପଞ୍ଚଙ୍କୁ ଯଜ୍ଞ କରିବା ପଡ଼ିଲା ମହଙ୍ଗା । ଭିଡିଓ ହୋଇଛି ଭାଇରାଲ । ଅଧିକ ପଢନ୍ତୁ....

କୋରୋନା କଟକଣାକୁ ଫୁ, ନାଏବ ସରପଞ୍ଚଙ୍କୁ ଯଜ୍ଞ କରିବା ପଡ଼ିଲା ମହଙ୍ଗା
କୋରୋନା କଟକଣାକୁ ଫୁ, ନାଏବ ସରପଞ୍ଚଙ୍କୁ ଯଜ୍ଞ କରିବା ପଡ଼ିଲା ମହଙ୍ଗା
ସାମାଜିକ ଦୂରୂତାକୁ ଭୁଲି ଯାଇ ଶହଶହ ମହିଳା ମାନେ କଳସୀ ଯାତ୍ରା କରିଥିଲେ । ଏନେଇ ଗାଁର ଜଣେ ଯୁବକ ଯଜ୍ଞକୁ ବିରୋଧ କରିଥିଲେ । ଫଳରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏନେଇ ପୋଲସରା ଥାନାରେ ମାମଲା ରୁଜୁ ହୋଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ ,ଇଟିଭି ଭାରତ