ଭଞ୍ଜନଗର: କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଶାସନର ନିୟମକୁ ଫୁ କରି ଭୋଜିର ଆୟୋଜନ କରି ଅଡୁଆରେ ଜୈନିକ ବ୍ୟକ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା nac ର 5 ନଂ ୱlଡ଼ରେ ସୁଧ କାର୍ଯ୍ୟ ପାଇଁ ଭୋଜି ଆୟୋଜନ ଚାଲିଥିବାବେଳେ ପ୍ରଶାସନ ପହଁଚି ଭୋଜିକୁ ବନ୍ଦ କରିବା ସହିତ ରନ୍ଧା ଖାଦ୍ୟ ଓ ହଣ୍ଡା ହାଣ୍ଡି କୁ ଜବତ କରିଛି ।
କୋରୋନା କାଳରେ ଶୁଦ୍ଧିକ୍ରିୟା ଭୋଜି ଆୟୋଜନ କରି ଗଣିଲେ ତଣ୍ଡ
କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଶାସନର ନିୟମକୁ ଫୁ କରି ଭୋଜିର ଆୟୋଜନ କରି ଅଡୁଆରେ ଗଞ୍ଜାମ ଜିଲ୍ଲା ସୋରଡ଼ା nac ର ଜଣେ ଜୈନିକ ବ୍ୟକ୍ତି । ଅଧିକ ପଢନ୍ତୁ..
କୋରୋନା ନିୟମକୁ ଫୁ, ସୁଧିକ୍ରିୟା କରି ହରଡ ଘଣାରେ ଜୈନିକ ବ୍ୟକ୍ତି
ପ୍ରଶାସନ ପକ୍ଷରୁ ଗତକାଲି ଉକ୍ତ ପରିବାରକୁ କୋଡିଏ ଜଣରେ ଶୁଦ୍ଧିକ୍ରିୟା କରିବାକୁ କୁହାଯାଇଥିଲେ ମଧ୍ୟ ଆଜି 400 ସହ ଲୋକଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ପୋଲିସ ଓ ପ୍ରଶାସନ ପହଁଚି ଭୋଜିକୁ ବନ୍ଦ କରିବା ସହିତ ପାଞ୍ଚ ହାଜର ଟଙ୍କା ଜରିମନା ପକାଇ ଥିଲେ ଓ ସମସ୍ତ ଖାଦ୍ୟ ଓ ହଣ୍ଡାହାଣ୍ଡିକୁ ଜବତ କରିଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ