ଓଡିଶା

odisha

By

Published : Dec 14, 2019, 11:02 PM IST

ETV Bharat / state

ଧାନ ବିଲରୁ ନରକଙ୍କାଳ ଉଦ୍ଧାର

ଧାନ ବିଲରୁ ନରକଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ବାଙ୍କତରା ଗାଁ ନିକଟ ବିଲରୁ ନରକଙ୍କାଳ ଉଦ୍ଧାର । ମୃତକ ଜଣକ ହେଲେ ବାଙ୍କତରା ଗ୍ରାମର ଗାଣ୍ଡୁ ନାଇକ (92) । ସେ ଦୀର୍ଘ 42 ଦିନ ହେଲା ନିଖୋଜ ଥିଲେ ।

human
human


ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ବାଙ୍କତରା ଗାଁ ନିକଟ ବିଲରୁ ନରକଙ୍କାଳ ଉଦ୍ଧାର । ମୃତକ ଜଣକ ହେଲେ ବାଙ୍କତରା ଗ୍ରାମର ଗାଣ୍ଡୁ ନାଇକ (92) । ସେ ଦୀର୍ଘ 42 ଦିନ ହେଲା ନିଖୋଜ ଥିଲେ ।

ନରକଙ୍କାଳ ଉଦ୍ଧାର

ସୂଚନାନୁସାରେ, ଶନିବାର ଗାଁର କିଛି ମହିଳା ବିଲକୁ ଧାନ କାଟିବାକୁ ଯାଇଥିବାବେଳେ ବିଲରେ କଙ୍କାଳ ପଡିଥିବା ଦେଖିଥିଲେ । ସଙ୍ଗେସଙ୍ଗେ ଗାଁକୁ ଖବର ଦେଇଥିଲେ । ତେବେ ନିଖୋଜ ଥିବା ଗାଣ୍ଡୁର ପରିବାର ଆସିଥିଲେ ପାଖରେ ପଡିଥିବା ଲୁଗାରୁ ଜାଣିପାରିଥିଲେ ଯେ, ଗାଣ୍ଡୁର କଙ୍କାଳ । ପରେ ପୋଲିସକୁ ନଜଣାଇ ପରିବାର ଲୋକେ ତାଙ୍କର ଶବ ସତ୍କାର କରିଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details