ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କେନ୍ଦୁବାଡ଼ି ପଞ୍ଚାୟତଠାରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦୁବାଡ଼ି ସରପଞ୍ଚଙ୍କ ଉଦ୍ୟମରେ ଏହି ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇଥିବାବେଳେ ଆଠ ଜଣିଆ ଡାକ୍ତରୀ ଦଳ ଲୋକଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ଯୋଗାଇଥିଲେ ।
ଗଞ୍ଜାମ କେନ୍ଦୁବାଡ଼ି ପଞ୍ଚାୟତରେ ସ୍ବାସ୍ଥ୍ୟ ସଚେତନତା ଶିବିର - ପୋଲସରା ବ୍ଲକ କେନ୍ଦୁବାଡ଼ି ପଞ୍ଚାୟତ
ପୋଲସରା ବ୍ଲକ କେନ୍ଦୁବାଡ଼ି ପଞ୍ଚାୟତଠାରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦୁବାଡ଼ି ସରପଞ୍ଚଙ୍କ ଉଦ୍ୟମରେ ଏହି ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇଥିଲା । ଅଧିକ ପଢନ୍ତୁ...
![ଗଞ୍ଜାମ କେନ୍ଦୁବାଡ଼ି ପଞ୍ଚାୟତରେ ସ୍ବାସ୍ଥ୍ୟ ସଚେତନତା ଶିବିର ଗଞ୍ଜାମ କେନ୍ଦୁବାଡ଼ି ପଞ୍ଚାୟତରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ](https://etvbharatimages.akamaized.net/etvbharat/prod-images/768-512-10321877-thumbnail-3x2-bhanjanagar.jpg)
ଗଞ୍ଜାମ କେନ୍ଦୁବାଡ଼ି ପଞ୍ଚାୟତରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ଗଞ୍ଜାମ କେନ୍ଦୁବାଡ଼ି ପଞ୍ଚାୟତରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ଏହି ଶିବିରରେ ପଞ୍ଚାୟତର ପ୍ରାୟ ଦୁଇ ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ମଧୁମେହ, ରକ୍ତଚାପ ଜନିତ ରୋଗୀ ଥିବାବେଳେ ଆଉ କିଛି ଅପରେସନର ଆବଶ୍ୟକତା ରହିଥିବା ଡାକ୍ତର କହିଛନ୍ତି । ଏଭଳି ସ୍ବାସ୍ଥ୍ୟ ଜନିତ ଚିକିତ୍ସାର ଆୟୋଜନ କରା ଯାଇଥିବାରୁ ପଞ୍ଚାୟତବାସୀ ସରପଞ୍ଚଙ୍କୁ ସାଧୁବାଦ ଜଣାଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ