ବ୍ରହ୍ମପୁର :ସାରା ଦେଶରେ ଦେଖିବାକୁ ମିଳିଥିବା କୋଭିଡ-19ର ପ୍ରଥମ ଲହର ସମୟରେ ଫେକ୍ ନ୍ୟୁଜକୁ ରୋକିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଗଣମାଧ୍ୟମର ଭୂମିକାକୁ ସାଧୁବାଦ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଫେକ୍ ନ୍ୟୁଜକୁ ରୋକିବା ନେଇ ଗଣମାଧ୍ୟମକୁ ଗଞ୍ଜାମ ଜିଲ୍ଲାପାଳଙ୍କ ସାଧୁବାଦ - ଫେକ୍ ନ୍ୟୁଜକୁ ରୋକିବାରେ ଗଣମାଧ୍ୟମକୁ ପ୍ରଶଂସା
ଫେକ୍ ନ୍ୟୁଜ୍କ ରୋକିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ସାଧୁବାଦ ଜଣାଇଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ...
ଫେକ୍ ନ୍ୟୁଜକୁ ରୋକିବା ନେଇ ଗଣମାଧ୍ୟମକୁ ଗଞ୍ଜାମ ଜିଲ୍ଲାପାଳଙ୍କ ସାଧୁଦବାଦ
ଫେକ୍ ନ୍ୟୁଜକୁ ରୋକିବା ନେଇ ଗଣମାଧ୍ୟମକୁ ଗଞ୍ଜାମ ଜିଲ୍ଲାପାଳଙ୍କ ସାଧୁଦବାଦ
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଗଞ୍ଜାମ ଜିଲ୍ଲାରେ ଗଣମାଧ୍ୟମର କାର୍ଯ୍ୟକୁ ଧନ୍ୟବାଦ ଦେବା ସହିତ ଆଗାମୀ କୋରୋନାର ଦ୍ୱିତୀୟ ଲହର ସମୟରେ ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଅନୁରୂପ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ