ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡର କଙ୍କଣଦେବୀ ମନ୍ଦିରରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ । 11 ଜୁଆଡ଼ି ଗିରଫ । 62ହଜାର ଟଙ୍କା ସହ 4ଟି ମୋଟର ସାଇକେଲ ଓ 11ଟି ମୋବାଇଲ ଜବତ ।
ଜୁଆ ଆଡ୍ଡାରେ ଚଢାଉ, 11 ଗିରଫ - ଗଞ୍ଜାମ ଜୁଆ ଆଡ୍ଡାରେ ଚଢାଉ
ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡର କଙ୍କଣଦେବୀ ମନ୍ଦିରରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ । 11 ଜୁଆଡ଼ି ଗିରଫ ।
![ଜୁଆ ଆଡ୍ଡାରେ ଚଢାଉ, 11 ଗିରଫ gambling-raid-11-arrested](https://etvbharatimages.akamaized.net/etvbharat/prod-images/768-512-7550040-thumbnail-3x2-sbd.jpg)
ଜୁଆ ଆଡ୍ଡାରେ ଚଢାଉ, 11 ଗିରଫ
କୋରୋନା ମହାମାରୀରେ ସାରାଦେଶ ଲକଡାଉନ ଥିବାବେଳେ ପ୍ରବାସୀମାନେ ଗ୍ରାମାଭିମୁଖି । ଏହାରି ଭିତରେ ଜୁଆ ଖେଳ ଆହୁରି ପ୍ରବାସୀ ମାନଙ୍କୁ ତଳିତଳାନ୍ତ କରିଦେବ । ଶେଷରେ ଗ୍ରାମାଞ୍ଚଳରେ ଚୋରି ହେବାର ବହୁତ ସମ୍ଭାବନା ରହିଛି । ତେଣୁ ପୋଲିସ ଆଗୁଆ ସତର୍କ ରହି ପାଟ୍ରୋଲିଂ କଡାକଡି କରିଦେଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ