ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା କରଞ୍ଜେଇ ମନ୍ଦିର ଛକ ରାସ୍ତା କଡରେ ଥିବା ଏକ ଗଛକୁ ପିଟିଲା ଯାତ୍ରୀବାହୀ ବସ । ଜଣେ ବାଇକ ଆରୋହୀଙ୍କୁ ବଞ୍ଚିବାକୁ ଯାଇ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଚାରି ଯାତ୍ରୀ ଆହାତ ହୋଇଛନ୍ତି, ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ ।
ବାଇକକୁ ବଞ୍ଚାଇବାକୁ ଯାଇ ଗଛକୁ ପିଟିଲା ବସ୍, 4 ଆହତ - ganjam asika bus accident
ଜଣେ ବାଇକ ଆରୋହୀଙ୍କୁ ବଞ୍ଚିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛି ଗୋଟିଏ ଯାତ୍ରୀବାହୀ ବସ । ଦୁର୍ଘଟଣାରେ ଚାରି ଯାତ୍ରୀ ଆହାତ ହୋଇଛନ୍ତି, ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ । ଅଧିକ ପଢନ୍ତୁ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ: ଚାରି ଯାତ୍ରୀ ଆହାତ
ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ: ଚାରି ଯାତ୍ରୀ ଆହାତ
ଶକ୍ତି ନାମକ ଏହି ଘରୋଇ ବସଟି ବ୍ରହ୍ମପୁରରୁ ବରଗଡ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଆହାତ ଯାତ୍ରୀଙ୍କ ଆସିକା ମେଡିକାଲରେ ଚିକିତ୍ସା ଜାରି ରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ