ଓଡିଶା

odisha

ETV Bharat / state

ମାନିଲେ ନିୟମ, ଭୋଜି ବଦଳରେ ବାଣ୍ଟିଲେ ଖାଦ୍ୟ ପ୍ୟାକେଟ୍ - food packet distribution

କୋଭିଡ ଗାଇଡଲାଇନ ମାନି ପାଳିତ ହେଲା ପ୍ରଥମ ଶ୍ରାଦ୍ଧବାର୍ଷିକ । ବ୍ରହ୍ମପୁର ସହରରେ ଆଙ୍କୁଲି ଶିଳ୍ପାଞ୍ଚଳରେ ଜଣେ ଶ୍ରମିକ ନେତା ସ୍ବର୍ଗତ ବୃନ୍ଦାବନ ସାବତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମ୍ପୁର୍ଣ୍ଣ କୋଭିଡ ଗାଇଡଲାଇନ ମାନି ପାଳନ କରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ନିୟମ ମାନି ଶ୍ରାଦ୍ଧବାର୍ଷିକ, ଭୋଜି ବଦଳରେ ବାଣ୍ଟିଲେ ଖାଦ୍ୟ ପ୍ୟାକେଟ୍
କୋଭିଡ ନିୟମ ମାନି ଶ୍ରାଦ୍ଧବାର୍ଷିକ, ଭୋଜି ବଦଳରେ ବାଣ୍ଟିଲେ ଖାଦ୍ୟ ପ୍ୟାକେଟ୍

By

Published : Apr 10, 2021, 7:19 AM IST

ବ୍ରହ୍ମପୁର:କୋଭିଡ ଗାଇଡଲାଇନ ମାନି ପାଳିତ ହେଲା ପ୍ରଥମ ଶ୍ରାଦ୍ଧବାର୍ଷିକ । କୋରୋନାର ଦ୍ବିତୀୟ ଲହରର ଆରମ୍ଭ ହୋଇଥିବାରୁ ଗଞ୍ଜାମ ଜିଲ୍ଲାପ୍ରଶାସନ ନୂଆ କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ନିୟମ ଅନୁସାରେ ଭୋଜିରେ 100ଜଣ ଅତିଥିଙ୍କ ମଧ୍ୟରେ ସୀମିତ ରହିବ । ତେଣୁ ଏହାକୁ ନେଇ ବ୍ରହ୍ମପୁର ସହରରେ ଆଙ୍କୁଲି ଶିଳ୍ପାଞ୍ଚଳରେ ଜଣେ ଶ୍ରମିକ ନେତା ସ୍ବର୍ଗତ ବୃନ୍ଦାବନ ସାବତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ କୋଭିଡ ଗାଇଡଲାଇନ୍ ମାଧ୍ୟମରେ କରିବା ସହିତ ଖାଦ୍ୟ ପକେଟ୍ ବଣ୍ଟନ କରାଯାଇଥିଲା ।

କୋଭିଡ ନିୟମ ମାନି ଶ୍ରାଦ୍ଧବାର୍ଷିକ, ଭୋଜି ବଦଳରେ ବାଣ୍ଟିଲେ ଖାଦ୍ୟ ପ୍ୟାକେଟ୍

କୋଭିଡ୍ କଟକଣାକୁ ନେଇ କିପରି ଏହି କାର୍ଯ୍ୟକ୍ରମ କରିଥିଲେ ସେ ନେଇ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details