ଓଡିଶା

odisha

By

Published : Sep 6, 2020, 9:58 AM IST

ETV Bharat / state

ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା

ସାମାନ୍ୟ ଲୁଡୁ ଖେଳରୁ ହତ୍ୟାକାଣ୍ଡ । ନିଜ ସମ୍ପର୍କୀୟ ଭାଇ ହିଁ ଭାଇକୁ ଏକ ଛୁରୀରେ ହତ୍ୟା କରି ଫେରାର ହୋଇଯାଇଛି । ତେବେ ମୃତକ ଭାଇ ଜଣକ ହେଲେ ବାବୁଲା ଗୌଡ ।

ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା
ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଚମ୍ପେତପୁରରେ ଶନିବାର ଘଟିଯାଇଛି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି । ସାମାନ୍ୟ ଲୁଡୁ ଖେଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ତେବେ ମୃତକ ଭାଇ ଜଣକ ହେଲେ ବାବୁଲା ଗୌଡ ।

ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା

ଖୋଦ ନିଜ ସମ୍ପର୍କୀୟ ଭାଇ ହିଁ ଭାଇକୁ ଏକ ଛୁରୀରେ ହତ୍ୟା କରି ଫେରାର ହୋଇଯାଇଛି । କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲସରା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details