ଓଡିଶା

odisha

ETV Bharat / state

ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀ ମୃତ, ମାଆ ଗୁରୁତର - ଗଞ୍ଜାମରେ ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀଙ୍କ ମୃତ୍ୟୁ

ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀଙ୍କ ମୃତ୍ୟୁ, ମାଆ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗ୍ରାମରେ । ଅଧିକ ପଢ଼ନ୍ତୁ

childs death and mother serious by eating poisonous food in ganjam
ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀ ମୃତ, ମାଆ ଗୁରୁତର

By

Published : Apr 26, 2022, 12:37 PM IST

Updated : Apr 26, 2022, 1:12 PM IST

ବ୍ରହ୍ମପୁର:ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀଙ୍କ ମୃତ୍ୟୁ, ମାଆ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗ୍ରାମରେ । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀ ମୃତ, ମାଆ ଗୁରୁତର

ସୂଚନାନୁଯାୟୀ, ଗ୍ରାମର ରାମକୃଷ୍ଣ ମହାରଣାଙ୍କ ଘରେ ଗତକାଲି ରାତିରେ ଖାଇବା ପରେ ପରିବାରର ସୁନୀତା ମହାରଣା ତାଙ୍କର ଦୁଇ ବର୍ଷର ପୁଅ ରୁଦ୍ର ମହାରଣା ଏବଂ ତିନି ବର୍ଷର ଝିଅ ପ୍ରିୟାଶୀ ମହାରଣା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ସକାଳୁ ସେମାନଙ୍କୁ ଗୁରୁତର ଭାବେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମାଆ ସୁନିତା ମହାରଣାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 26, 2022, 1:12 PM IST

ABOUT THE AUTHOR

...view details