ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲାରେ ଚାଲିଛି ସରଗରମ ରାଜନୀତି । ଖଲ୍ଲିକୋଟ ବ୍ଳକର ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ଚାଲିଛି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଏହି ପଞ୍ଚାୟତରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ କରୁଛନ୍ତି ପ୍ରଚାର । ଡୋରଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଅନ୍ୟପଟେ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ କିଭଳି ଚାଲିଛି ପଞ୍ଚାୟତ ନିର୍ବାଚନୀ ପ୍ରଚାର ଏନେଇ ପ୍ରତିଦ୍ବନ୍ଦିତା କରୁଥିବା ସରପଞ୍ଚ ପ୍ରାର୍ଥନୀ ଉର୍ମିଳା ପଲେଇ ଓ ସମିତି ସଭ୍ୟ ପ୍ରାର୍ଥୀ ଦିଲୀପ କୁମାର ପାହାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Panchayat Polls: ପ୍ରଚାରରେ କମ୍ପୁଛି ଖଲ୍ଲିକୋଟ - ଗଞ୍ଜାମ ଜିଲ୍ଲାରେ ଜମୁଛି ପଞ୍ଚାୟତ ନିର୍ବାଚନୀ ପ୍ରଚାର
ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲାରେ ଚାଲିଛି ସରଗରମ ରାଜନୀତି । ଖଲ୍ଲିକୋଟ ବ୍ଳକର ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ଚାଲିଛି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଅଧିକ ପଢନ୍ତୁ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ